କାଉଡି ଯାତ୍ରାରେ ମାତାପିତାଙ୍କୁ ଭାର କରି ନେଲେ ୪ ଭାଇ July 28, 2019 Get link Facebook X Pinterest Email Other Apps ଶାମଲି,୨୮।୭: ହରିୟାନା ପାନିପଥର ୪ ଭାଇ କାଉଡି ଯାତ୍ରାରେ ବାହାରିଥିବା ବେଳେ ସେମାନେ ତାଙ୍କ ମାତାପିତାଙ୍କୁ ଉତ୍ତରାଖଣ୍ଡର ହରିଦ୍ୱାରଠାରୁ ଭାରରେ ବୋହି ରବିବାର ଶାମଲିରେ ପହଞ୍ଚିଛନ୍ତି। ବାଉଁଶ ଭାରରେ ଦୁଇପଟେ ଟୋକେଇରେ ରଖି ସେମାନେ ମାତା ପିତାଙ୍କୁ ଶିବଙ୍କ ଦର୍ଶନ କରାଇବାକୁ ନେଇ ଆସିଛନ୍ତି। ତେବେ ଗତବର୍ଷ ଏହିକାମ ଦୁଇଭାଇ କରିଥିବା ବେଳେ ଚଳିତ ବର୍ଷ ଚାରି ଭାଇ ମିଶି ମାତାପିତାଙ୍କୁ ଭାରରେ ବୋହି ଆଣିଥିବା କୁହନ୍ତି। Comments
Comments
Post a Comment